ନବକଳେବର ହେବ ଭୁବନେଶ୍ୱର ରେଳ ଷ୍ଟେସନ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରେ ନିର୍ମାଣ ହେବାକୁ ଥିବା ମଲ୍ଟି ମୋଡାଲ୍‌ ହବ୍‌ ଏବଂ ଷ୍ଟେସନ୍‌ ଆଧୁନିକୀକରଣ ପାଇଁ ରେଳ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବ। ଏଥିରେ ଅତ୍ୟାଧୁନିକ ଷ୍ଟେସନ ବିଲଡିଂ ନିର୍ମାଣ ହେବା ସହ ଆଉ ଏକ ପ୍ଲାଟଫର୍ମ ନିର୍ମାଣ ହେବ। ଏହାସହ ଷ୍ଟେସନ୍‌କୁ ଆଉ ଦୁଇଟି ଅତିରିକ୍ତ ରେଳ ଲାଇନ୍‌ ବିଛାଯିବ। ଏଥିପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ … Continue reading ନବକଳେବର ହେବ ଭୁବନେଶ୍ୱର ରେଳ ଷ୍ଟେସନ